ଭୁବନେଶ୍ବର କମିସନରେଟ୍ ପୁଲିସ ପଞ୍ଝାରେ ଅନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ୍ l

53
ADVERTISEMENT

ଭୁବନେଶ୍ୱର,୧୦/୭(ଡି.ଏଚ ବ୍ୟୁରୋ):-ଭୁବନେଶ୍ବର କମିସନରେଟ୍ ପୁଲିସ ପଞ୍ଝାରେ ଅନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ୍ l ଏହି ଗ୍ୟାଙ୍ଗ ର ୪ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ତରଳା ଯାଇଥିବା ୪୫ ଗ୍ରାମ୍ ସୁନା, ୧୦ ଟି ସୁନାଚେନ୍, ୪୦ ହଜାର ଟଙ୍କା, ଦୁଇଟି ବାଇକ୍, ୮ଟି ମୋବାଇଲ ଫୋନ୍ ଓ ଲୁହା ରଡ୍, କଟର ଆଦି ଅନ୍ୟାନ୍ୟ ଉପକରଣ ଜବତ ହୋଇଛି। ଏଥିସହ ଚୋରାରେ ସୁନା କିଣୁଥିବା ବଣିଆକୁ ମଧ୍ୟ ଗିରଫ କରାଯାଇଛି।

Advertisement