ଭୁବନେଶ୍ୱର,୧୦/୭(ଡି.ଏଚ ବ୍ୟୁରୋ):-ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ରାଜ୍ୟର ସମସ୍ତ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଭିଡ ପରିଲକ୍ଷିତ ହୋଇଛି l ସେହିଭଳି ଲିଙ୍ଗରାଜ ମନ୍ଦିର ଓ ବାବା ଧବଳେଶ୍ୱର ମନ୍ଦିରରେ ମଧ୍ୟ ଜଳାଭିଷେକ ଲାଗି କାଉଡ଼ିଆଙ୍କ ଭିଡ଼ ଜମିବାରେ ଲାଗିଛି। ଫଳରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ବ୍ୟବସ୍ତା କରାଯାଇଛି l ଏବଂ ବିଶେଷ କରି ଶ୍ରାବଣ ମାସରେ ଶିବ ଲିଂଗରେ ପାଣି ଢ଼ାଳିଲେ ଭକ୍ତଙ୍କ ମାନସିକ ପୁର୍ଣ ହୋଇଥାଏl