ଭିଜିଲାନ୍ସ ଜାଲରେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ ଆକାଉଣ୍ଟସ୍ ଅଫିସର ରାଜେନ୍ଦ୍ର ଦାଶ।

62
ADVERTISEMENT

ଦେବଗଡ଼,୨୮/୬(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ ଆକାଉଣ୍ଟସ୍ ଅଫିସର ରାଜେନ୍ଦ୍ର ଦାଶ। ସେ ଏକ ଅଙ୍ଗନବାଡ଼ି ଘର ନିର୍ମାଣରେ ୨ଲକ୍ଷ ଟଙ୍କା ବିଲ୍ ପଇଠ ପାଇଁ ୬ ହଜାର ଟଙ୍କା ଲାଞ୍ଚ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରିପଡ଼ିଛନ୍ତି। ଏବଂ ଦେବଗଡ଼ ଭିଜିଲାନ୍ସ କାର୍ଯ୍ୟାଳୟରେ ତାଙ୍କୁ ଅଟକ ରଖି ପଚରାଉଚରା ଜାରି ହୋଇଛି ।

Advertisement