ଲକ୍ଷ୍ମୀପୁର,୨୩/୬(ଡି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିକଟରୁ ରେଳବାଇ ପୁଲିସ ପକ୍ଷରୁ ନକଲି ଟିଟିଇ ଗିରଫ । ସେ ଚଳନ୍ତା ଟ୍ରେନ ରେ ବିନା ଟିକେଟ ରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ଟଙ୍କା ଆଦାୟ କରୁଥିଲେ । ଏବଂ ଯାତ୍ରୀ ମଧ୍ୟ ଟିଟିଇ ଭାବି ଫାଇନ୍ ଦେଉଥିଲେ। ଉକ୍ତ ନକଲି ଟି ଟି ଇ ଜଣକ ଛତିଶଗଡ଼ ବସ୍ତର ଜିଲ୍ଲାର ବୋଲି ସୂଚନା ।