ରାଉରକେଲା,୧୧/୬(ଡି.ଏଚ ବ୍ୟୁରୋ):-ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ଶୀତଳପଡ଼ା ବସ୍ତିରେ ସ୍ବାମୀ ସ୍ତ୍ରୀଙ୍କ କଳିରେ ବଳି ପଡ଼ିଲା ଶିଶୁ। ସ୍ତ୍ରୀ ଘରଛାଡ଼ି ଚାଲିଯିବାରୁ ରାଗରେ ୫ ବର୍ଷର ପୁଅକୁ ତଣ୍ଟିଚିପି ହତ୍ୟା କରି ଚୁନିରେ ଟାଙ୍ଗି ଦେଲା ବାପା। ଫଳରେ ହତ୍ୟାକାରୀ ବାପାକୁ ଉଦିତନଗର ପୁଲିସ ଗିରଫ କରିଛି।