ହାଇୱାକୁ ଧକ୍କାଦେଲା ଅଟୋ,୩ ମୃତ୍ୟୁ l

65
ADVERTISEMENT

ସମ୍ବଲପୁର,o୫/୬(ଡି.ଏଚ ବ୍ୟୁରୋ):-ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ପ୍ରଧାନପାଲି ଟୋଲଗେଟ ନିକଟରେ ହାଇୱାକୁ ଧକ୍କାଦେଲା ଅଟୋ l ଏଥିରେ ଜଣେ ଶିଶୁ ସମେତ ୩ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ଜଣ ଗୁରୁତର ଭାବେ ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଭର୍ତି । ଏବଂ ମୃତକମାନେ ହେଲେ; କଳାହାଣ୍ଡି ଜିଲ୍ଲା ଭଅଁରମାଲ ଗାଁ ର ବେଣୁଧର ବାଗ(୧୯), ପୁନମ ବାଗ(୧୩) ଓ ନେମସିକା ବାଗ (୮ ମାସ)।

Advertisement