ରାଜ୍ୟରେ କମିଲା +୨ ପାସହାର ,କମିଲେ ମେଧାବୀ l

81
ADVERTISEMENT

ଭୁବନେଶ୍ୱର,o୧/୬(ଡି.ଏଚ ବ୍ୟୁରୋ):-ରାଜ୍ୟରେ କମିଲା +୨ ପାସହାର ,କମିଲେ ମେଧାବୀ l ଗତବର୍ଷ ତୁଳନାରେ ଚଳିତ ବର୍ଷ ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ପାସହାର ହ୍ରାସ ପାଇଛି। ଗତବର୍ଷ ବିଜ୍ଞାନରେ ପାସହାର ୯୫.୧୫% ଥିବାବେଳେ ଏଥର ୮୪.୯୩% ରହିଛି। ସେହିଭଳି ଗତବର୍ଷ ବାଣିଜ୍ୟରେ ପାସହାର ୯୪.୯୬%ରୁ ୮୧.୧୨%କୁ ଖସି ଆସିଛି।

Advertisement