+୨ ବାର୍ଷିକ ବିଜ୍ଞାନ ଓ ବାଣିଜ୍ୟ ଫଳ ଆସନ୍ତା ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ।

65
ADVERTISEMENT

ଭୁବନେଶ୍ୱର,୩୦/୫(ଡି.ଏଚ ବ୍ୟୁରୋ):-ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ ବାର୍ଷିକ ବିଜ୍ଞାନ ଓ ବାଣିଜ୍ୟ ଫଳ ଆସନ୍ତା ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା । ସେହିପରି ଜୁନ୍ ୮ ସୁଦ୍ଧା କଳା ଏବଂ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ମଧ୍ୟ ଘୋଷଣା ହେବ ।

Advertisement