ମୋହନା ଥାନାର ପୂର୍ବତନ ଏସ୍.ଆଇ. ଜ୍ୟୋତ୍ସ୍ନା ରଏଙ୍କୁ କାର୍ଯ୍ୟରୁ ନିଲମ୍ବନ l

58
ADVERTISEMENT

ମୋହନା,୨୪/୫ (ଡି.ଏଚ ବ୍ୟୁରୋ):-ଗଜପତି ଜିଲ୍ଲା ମୋହନା ଥାନାର ପୂର୍ବତନ ଏସ୍.ଆଇ. ଜ୍ୟୋତ୍ସ୍ନା ରଏଙ୍କୁ କାର୍ଯ୍ୟରୁ ନିଲମ୍ବନ l ସେ ଗଞ୍ଜେଇ ଚାଲାଣ ମାମଲାରେ ଜବତ ଅଟୋକୁ ଛାଡ଼ିବା ପାଇଁ ଲାଞ୍ଚ ନେବା ଏବଂ ଦୋଷମୁକ୍ତ ହେବାପାଇଁ ଅଭିଯୋଗକାରୀଙ୍କୁ ଅପହରଣ କରିବା ମାମଲାରେ ଆଜି ଗଜପତି ଜିଲ୍ଲା ଏସ୍.ପି. ସ୍ବାତୀ ଏସ୍. କୁମାର ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।

Advertisement