ବ୍ରହ୍ମପୁର ଗୋପାଳପୁରରେ ପଶ୍ଚିମବଙ୍ଗର ୪ ବନ୍ଧୁକ ବେପାରୀ l

58
ADVERTISEMENT

ବ୍ରହ୍ମପୁର,୦୮/୫(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ଗୋପାଳପୁରରେ ପଶ୍ଚିମବଙ୍ଗର ବନ୍ଧୁକ ବେପାରୀ l ବନ୍ଧୁକ ଓ ଗୁଳି କାରବାରରେ ସଂପୃକ୍ତ ଥିବା ୪ ବନ୍ଧୁକ ବେପାରୀଙ୍କୁ ପଶ୍ଚିମବଙ୍ଗର ପୁଲିସ ଟିମ୍ ଗୋପାଳପୁରର ଏକ ହୋଟେଲରୁ ଗିରଫ କରିବା ସହ ସେମାନଙ୍କୁ ବ୍ରହ୍ମପୁର ସିଜେଏମ ଙ୍କ କୋର୍ଟରେ ହାଜର କରାଇ ଟ୍ରାନ୍ଜିଟ୍ ରିମାଣ୍ଡରେ ନେଇଥିବା ସୂଚନା ।

Advertisement