ହିଞ୍ଜିଳିକାଟୁ,୦୭/୫(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ୫ଟି ସଚିବ ଭି.କେ.ପାଣ୍ଡିଆନ । ଏବଂ ହିଞ୍ଜିଳିକାଟୁର ନୃସିଂହ ମନ୍ଦିର ଓ ଶ୍ୟାମଳେଇ ମନ୍ଦିରକୁ କୁ ଯାଇ ପୂଜାର୍ଚ୍ଚନା କରି ମନ୍ଦିରର କର୍ମକର୍ତ୍ତାମାନଙ୍କ ସହ ମନ୍ଦିରର ଉନ୍ନତିମୂଳକ କାମ ସଂପର୍କରେ ଆଲୋଚନା କରିଥିଲେ ୫ଟି ସଚିବ ଭି.କେ.ପାଣ୍ଡିଆନ । ଏଥିସହ ଗଂଜାମ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ l