କାଜୁତୋଟାରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର l

48
ADVERTISEMENT

ରମ୍ଭା,୦୭/୫(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଜହମି ଗ୍ରାମର ଏକ କାଜୁତୋଟାରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର l ମୃତ ମହିଳାଙ୍କୁ କେହି ପଥର ଛେଚି ଅତି ନିର୍ମମ ଭାବେ ହତ୍ୟା କରିବା ସହ ସେ ପିନ୍ଧିଥିବା ସମସ୍ତ ସୁନାଗହଣା ଲୁଟ୍ କରି ନେଇଥିବା ସୂଚନା । ଏବଂ ସ୍ଥାନୀୟ ପୁଲିସର ଉକ୍ତ ଘଟଣାକୁ ନେଇ ତନାଘନା ଜାରି ।

Advertisement