ଟ୍ରକ୍ ଚପାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ l

73
ADVERTISEMENT

କଂଟାବାଞ୍ଜି,୨୯/୪(ଡି.ଏଚ ବ୍ୟୁରୋ):-ବଲାଙ୍ଗୀରି ଜିଲ୍ଲା କଂଟାବାଞ୍ଜି ଅଂଚଳରେ ଟ୍ରକ୍ ଚପାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ l ଉଭୟ ଏକ ବାଇକ୍ ଯୋଗେ ଡାକ୍ତରଖାନା ଯାଉଥିବା ବେଳେ ପଛ ପଟୁ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଥିଲା l ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।ଏବଂ ଟ୍ରକ୍ ଡ୍ରାଇଭର ସେଠାରୁ ଫେରାର୍ ଥିବାବେଳେ ତୁରେକେଲା ଥାନା ପୁଲିସର ତଦନ୍ତ ଜାରି ।

Advertisement