ଝାରସୁଗୁଡ଼ା,୨୧/୪(ଡି.ଏଚ ବ୍ୟୁରୋ):-ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେପି ଓ ବିଜେଡିର ୪୦ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଘୋଷଣା କରିଛି। ବିଜେପି ଦଳର ତିନି ଜଣ କେନ୍ଦ୍ର ମନ୍ତ୍ରୀ ଓ ୫ଜଣ ପୂର୍ବତନ ରାଜ୍ୟ ସଭାପତି ପ୍ରଚାର ମଇଦାନକୁ ଓହ୍ଲାଉଥିବାବେଳେ ବିଜେଡିର ମୁଖ୍ୟମନ୍ତ୍ରୀଙ୍କ ସମେତ ୫ କ୍ୟାବିନେଟ୍ ମନ୍ତ୍ରୀ, ଜଣେ ରାଷ୍ଟ୍ର ମନ୍ତ୍ରୀ ସ୍ଥାନ ପାଇଛନ୍ତି ବୋଲି ସୂଚନା ।