ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ରୁ ୩୨ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ।

71
ADVERTISEMENT

ବାଲଡା,୧୧/୦୨(ଡି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ବାଡ଼ୁଆ ଥାନା ଅନ୍ତର୍ଗତ ବାଲଡାସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ରୁ ୩୨ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ । ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ବାଡ଼ୁଆ ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ବାଡ଼ୁଆ ଥାନା ପୁଲିସର ତନାଘନା ଜାରି । ଏବଂ ଦୃବୁତ୍ତ ଗ୍ୟାସ୍ କଟରରେ ଏ ଟି ଏମ ମେସିନ୍କୁ କାଟି ଟଙ୍କା ଲୁଟ୍ କରି ମେସିନ୍କୁ ଜାଳି ଦେଇଥିବା ସୂଚନା ।

Advertisement