ଖଡ଼ିଆଳ,୧୭/୧(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଡିଓ ନାରାୟଣ ସାହୁ l ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ବରଗଡ଼ସ୍ଥିତ ଭଡା ଘର, ବଲାଙ୍ଗୀରସ୍ଥିତ ବାସଭବନ, ଲୁଇସିଙ୍ଗା ବ୍ଲକ କୁଶମେଲ ଗ୍ରାମରେ ଥିବା ପୈତୃକ ଘର ଏବଂ ଖଡ଼ିଆଳ ସରକାରୀ ବାସଭବନ ଓ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗର ଚଢ଼ଉ ଜାରି ରହିଛି।