ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ବାଜିଲା ମୋହର ।

63
ADVERTISEMENT

ଭୁବନେଶ୍ୱର,୨୮/୧୨(ଡି.ଏଚ ବ୍ୟୁରୋ):-ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ବାଜିଲା ମୋହର । ଆସନ୍ତା ବର୍ଷରେ ଭୁବନେଶ୍ବରରୁ ଦୁବାଇ, ବ୍ୟାଙ୍କକ ଓ ସିଙ୍ଗାପୁର ଭଳି ବିଦେଶୀ ରାଷ୍ଟ୍ରକୁ ଉଡାଣ ସୁବିଧା, ଦନ୍ତ ଚିକିତ୍ସା ସେବାକୁ ଗୁରୁତ୍ବ, ଶିକ୍ଷକ-କର୍ମଚାରୀଙ୍କୁ ସପ୍ତମ ବେତନ କମିସନ ଲାଗୁ ଓ ଚତୁର୍ଥ ଶ୍ରେଣୀ ବର୍ଗଙ୍କୁ ପଦୋନ୍ନତିରେ ରିଆତି ଭଳି ୧୭ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି ।

Advertisement