କନ୍ଧମାଳ ଜିଲ୍ଲାରେ ପୁଲିସ ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟାକଲେ ମାଓବାଦୀ ।

80
ADVERTISEMENT

କନ୍ଧମାଳ,୨୦/୧୨(ଡି.ଏଚ୍ ବ୍ୟୁରୋ):-କନ୍ଧମାଳ ଜିଲ୍ଲାରେ ପୁଲିସ ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ । ଫଳରେ ସ୍ଥାନୀୟ ଅଞ୍ଚଳ ଓ ହତ୍ୟା ଧମକ ପାଇଥିବା ବ୍ୟକ୍ତି ଆତଙ୍କିତ ଅବସ୍ଥାରେ ଥିବାବେଳେ କନ୍ଧମାଳ ପୁଲିସ, ଏବଂ ଏସ୍ଓଜି ବାହିନୀ ଦ୍ବାରା ବିଭିନ୍ନ ମାଓ ଉପଦ୍ରୁତ ଇଲାକାରେ କମ୍ବିଂ ଅପରେସନ୍କୁ କଡ଼ାକଡ଼ି କରାଯାଇଛି।

Advertisement