ସମ୍ବଲପୁର,୧୫/୧୨(ଡି.ଏଚ ବ୍ୟୁରୋ):-ସମ୍ବଲପୁରରେ ବିଚାରପତିଙ୍କ ଚାମ୍ବରରେ ପଶି ଓକିଲଙ୍କ ବ୍ୟାପକ ଭଙ୍ଗାରୁଜା ଓ ହିଂସା ମାମଲାରେ ପୁଣିଥରେ ୮ ଜଣ ଓକିଲ ଗିରଫ l ସମ୍ବଲପୁର ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର ଓ ଜିଲ୍ଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ପ୍ରଦୀପ ବହିଦାରଙ୍କ ସମେତ ୮ ଜଣ ଓକିଲଙ୍କୁ ପୁଲିସ ଗିରଫ କରିଥିବାବେଳେ ଏଯାଏ ୨୩ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ପୁଲିସ। ।