ଭିଜିଲାନ୍ସ ଜାଲରେ ବଲାଙ୍ଗୀରି ଜିଲ୍ଲା ସିନ୍ଧେକେଲା ଥାନା ଆଇଆଇସି ଆଲୋକ ବେହେରା ।

63
ADVERTISEMENT

ପଦ୍ମପୁର,o୫/୧୨(ଡି.ଏଚ ବ୍ୟୁରୋ):-ବରଗଡ଼ ଭିଜିଲାନ୍ସ ଜାଲରେ ବଲାଙ୍ଗୀରି ଜିଲ୍ଲା ସିନ୍ଧେକେଲା ଥାନା ଆଇଆଇସି ଆଲୋକ ବେହେରା । ସେ ଏକ ମାମଲାର ରଫାଦଫା କରିବାକୁ ଜଣେ ବ୍ୟାଙ୍କ୍ କର୍ମଚାରୀଙ୍କ ଠାରୁ ୨୫ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଏବଂ ଭିଜିଲାନ୍ସ ଟିମ ସିନ୍ଧେକେଲା ଥାନା ସହ ଥାନାବାବୁଙ୍କ ସରକାରୀ ଘରେ ଚଢ଼ାଉ ଜାରି ରଖିଛି ।

Advertisement