ଝାରସୁଗୁଡ଼ା,୨୩/୧୧(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା କୃଷି ବିଭାଗ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଅଜୟ ପାଣ୍ଡେ। ସେ ଖରିଫ ଫସଲ ବିମା କରାଇ ଦେବାକୁ ଜଣେ ଚାଷୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ l ଏବଂ ଭିଜିଲାନ୍ସ ଟିମ ଲାଞ୍ଚ ଟଙ୍କାକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।