ବଲାଙ୍ଗିର,୨୦/୧୧(ଡି.ଏଚ୍ ବ୍ୟୁରୋ):-ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲରୁ ବେଆଇନ ଭାବେ ଚାଲାଣ ହେଉଥିବା ୩୦ଜଣ ଦାଦନ ଶ୍ରମିକ ଉଦ୍ଧାର । ଏହାସହ ୩ ଜଣ ସର୍ଦାର ଥାନାରେ ଅଟକ । ଏବଂ ଖପ୍ରାଖୋଲ ପୋଲିସ ଦୁଇଟି ସ୍ଥାନରେ ଚଢ଼ାଉ କରି ଦାଦନ ପାଇଁ ଯାଉଥିବା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିନିଜ ନିଜ ଗାଁକୁ ପଠାଇ ଦେଇଥିବା ସୂଚନା।