ଭଦ୍ରକ,୧୯/୧୧(ଡି.ଏଚ୍ ବ୍ୟୁରୋ):-ସିମକାର୍ଡ ଜାଲିଆତି ମାମଲାରେ ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳର ଜଣେ ସିମକାର୍ଡ ବ୍ୟବସାୟୀ ଙ୍କୁ ଉଠାଇଲା ନେଲା ଦିଲ୍ଲୀ ପୋଲିସର ସାଇବର ଟିମ୍ । ଏବଂ ସ୍ଥାନୀୟ ଅଦାଲତରେ ହଜାର କରାଇ ତାକୁ ରିମାଣ୍ଡରେ ଦିଲ୍ଲୀ ନେଇଛନ୍ତି । ଦିଲ୍ଲୀ ସାଇବର ସେଲର ଏକ ସ୍ୱତନ୍ତ୍ର ଟିମ ଦୁଇ ଦିନଧରି ଭଦ୍ରକରେ ସିମକାର୍ଡ ଜାଲିଆତିର ତଦନ୍ତ କରିଥିଲେ ।