ଆଜି ବଲାଙ୍ଗୀର ଜିଲ୍ଲାରେ ହାଇକୋର୍ଟ ବେଞ୍ଚର ପୁନଃ ସ୍ଥାପନ ଦାବିରେ ବନ୍ଦ ପାଳନ ।

56
ADVERTISEMENT

ବଲାଙ୍ଗୀର,୧୭/୧୧(ଡି.ଏଚ ବ୍ୟୁରୋ):-ଆଜି ବଲାଙ୍ଗୀର ଜିଲ୍ଲାରେ ହାଇକୋର୍ଟ ବେଞ୍ଚର ପୁନଃ ସ୍ଥାପନ ଦାବିରେ ବନ୍ଦ ପାଳନ । ଆନ୍ଦୋଳନକାରୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବ୍ୟାଙ୍କ ଓ ପୋଷ୍ଟ ଅଫିସକୁ ବନ୍ଦ୍ କରିଥିବାବେଳେ ଜିଲ୍ଲା ଓକିଲ ସଙ୍ଘ ଓ ବଲାଙ୍ଗୀର ଏକ୍ସନ କମିଟି ନେତୃତ୍ୱରେ ୨୦ରୁ ଅଧିକ ସଂଗଠନ ଏହି ବନ୍ଦ ପାଳନକୁ ସମର୍ଥନ ଜଣାଇଛନ୍ତି ।

Advertisement