ମାଓ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ବ୍ୟବହୃତ ସାମଗ୍ରୀ ଜବତ ।

76
ADVERTISEMENT

କୋରାପୁଟ,୧୨/୧୧(ଡି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ମାଳିପଦର ଜଙ୍ଗଲରେ ପୋଲିସ ଗୁଳିରେ ୨ ମାଓମାଦୀଙ୍କ ମୃତ୍ୟୁ ହୋଇଥିବାବେଳେ ମାଓ କ୍ୟାମ୍ପରୁ ବିପୁଳ ପରିମାଣର ଗଞ୍ଜେଇ ବସ୍ତା ଜବତ । ତାସହ ମାଓ କ୍ୟାମ୍ପରୁ ୩ ବନ୍ଧୁକ, ଗୋଟିଏ ଟିଫିନ ବୋମା, ମାଓ ବ୍ୟବହୃତ ସାମଗ୍ରୀ,ମାଓ ପୋଷାକ, ୫ ଟି ଡିଟୋନେଟର, ବିଦ୍ୟୁତ ତାର, ମୋବାଇଲ ଚାର୍ଜର, ତେଲୁଗୁ, ଓଡିଆ ଓ ହିନ୍ଦି ,ପୁସ୍ତକ ମଧ୍ୟ ଜବତ ହୋଇଛି।

Advertisement