ରାଜ୍ୟରେ ଶୀତର ପ୍ରକୋପ ବଢ଼ିବl ସହ ତାପମାତ୍ରା ହ୍ରାସ ପାଇବ ।

62
ADVERTISEMENT

ଭୁବନେଶ୍ୱର,୧୧/୧୧(ଡି.ଏଚ ବ୍ୟୁରୋ):-ରାଜ୍ୟରେ ଶୀତର ପ୍ରକୋପ ବଢ଼ିବl ସହ ତାପମାତ୍ରା ହ୍ରାସ ପାଇବ । ଫଳରେ ଆସନ୍ତା ୨ ଦିନ ମଧ୍ୟରେ ସମଗ୍ର ରାଜ୍ୟରେ ପାରଦ ୪ ଡିଗ୍ରୀ ତଳକୁ ଖସିବ। ସହ ଥଣ୍ଡା ଅନୁଭବ ହେବ । କୋରାପୁଟ ସେମିଳିଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ସହର ଥିବାବେଳେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବୌଦ୍ଧରେ ୧୩.୫ ଡିଗ୍ରି, କନ୍ଧମାଳର ଜି. ଉଦୟଗିରିରେ ୧୩.୮ ଡିଗ୍ରି ଓ ଫୁଲବାଣୀରେ ୧୫.୫ ଡିଗ୍ରି ରେକର୍ଡ ହୋଇଛି।

Advertisement