ଓଡ଼ିଶାରେ ବେନ୍ ହୋଇଥିବା ୯୫ ଟି କଫ ସିରଫ ବୋତଲ ଜବତ l

67
ADVERTISEMENT

ବଲାଙ୍ଗୀରି,୦୫/୧୧(ଡି.ଏଚ ବ୍ୟୁରୋ):-ବଲାଙ୍ଗୀରି ଜିଲ୍ଲା କଣ୍ଟାବାଞ୍ଜି ଅବକାରୀ ବିଭାଗ ପକ୍ଷରୁ ଓଡ଼ିଶାରେ ବେନ୍ ହୋଇଥିବା ୯୫ ଟି କଫ ସିରଫ ବୋତଲ ଜବତ l ଏବଂ ଏଥିରେ ସମ୍ପୃକ୍ତ ଜଣ ଅଭିଯୁକ୍ତ ଗିରଫ । ଅବକାରି ବିଭାଗ କଣ୍ଟାବାଞ୍ଜି ବଜାରସ୍ଥିତ ଏକ ଦୋକାନ ଉପରେ ଚଢ଼ଉ କରି ସମସ୍ତ କଫ ସିରଫ ଜବତ କରିଥିବା ବେଳେ ଏହି କଫ୍ ସିରପ କେଉଁଠୁ ଆସୁଛି ସେନେଇ ତଦନ୍ତ ଜାରି ରଖିଛି ।

Advertisement