ବ୍ରହ୍ମପୁର,୦୪/୧୧(ଡି.ଏଚ୍ ବ୍ୟୁରୋ):-ଆଜି କାର୍ତ୍ତିକ ମାସର ପହିଲି ପଞ୍ଚକ । ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂର୍ଣ୍ଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି । ସେହିଭଳି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଞ୍ଚୁକ ନୀତି । ଏଥିପାଇଁ ହଜାର ହଜାର ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ଭିଡ଼ ଲାଗିଛି ଶ୍ରୀକ୍ଷେତ୍ରରେ । ଏବଂ ବାବ ଧବଳେଶ୍ୱର ପୀଠରେ ବାବ ଆଜି ଚନ୍ଦ୍ରଚୁଡ଼ ବେଶରେ ଦର୍ଶନ ଦେଉଛନ୍ତି ଶ୍ରଦ୍ଧାଳୁଙ୍କୁ ।