ଜୟପୁର ନିକଟସ୍ଥ ଆମ୍ବାଗୁଡ଼ାରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ୧୪ ଚକିଆ ଟ୍ରକ।

86
ADVERTISEMENT

ଜୟପୁର,o୩/(ଡି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଆମ୍ବାଗୁଡ଼ାରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ୧୪ ଚକିଆ ଟ୍ରକ। ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଗୁରୁତର ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ଥିବାବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ।

Advertisement