ଜାମ୍ମୁ-କାଶ୍ମୀର,୩୦/୧୦(ଡି.ଏଚ୍ ବ୍ୟୁରୋ):-ଜାମ୍ମୁ-କାଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ନିର୍ମାଣାଧିନ ରତେଲ ବିଦ୍ୟୁତ ପ୍ରକଳ୍ପ ସାଇଟରେ ଭୂସ୍ଖଳନ ଘଟି ଜେସିବି ଚାଳକଙ୍କର ମୃତ୍ୟୁ । ଏବଂ ଅନ୍ୟ ୬ ଜଣ ମାଟି ଅତଡ଼ା ତଳେ ଫସି ରହିଥିବା ବେଳେ ରେସକ୍ୟୁ ଅପେରସନ ଜାରି । ସ୍ଥାନୀୟ ଚେନାବ ନଦୀ ଉପରେ ଏହି ବିଦ୍ୟୁତ୍ ପ୍ରୋଜେକ୍ଟର କାମ ଚାଲିଥିବା ବେଳେ ହଠାତ୍ ଭୂସ୍ଖଳନ ଘଟିଥିଲା।