ଉତ୍ତରପ୍ରଦେଶର ପ୍ରୟାଗରାଜରେ ଭାରସ୍ୟାମ ହରାଇ ଇଲେକ୍ଟ୍ରିକ୍ ପୋଲକୁ ପିଟି ହେଲା କାର୍,୫ ଜଣଙ୍କର ମୃତ୍ୟୁ।

42
ADVERTISEMENT

ପ୍ରୟାଗରାଜ,୨୭/୧୦(ଡି.ଏଚ ବ୍ୟୁରୋ):-ଉତ୍ତରପ୍ରଦେଶର ପ୍ରୟାଗରାଜରେ ଭାରସ୍ୟାମ ହରାଇ ଇଲେକ୍ଟ୍ରିକ୍ ପୋଲକୁ ପିଟି ହେଲା କାର୍। ଦୁର୍ଘଟଣାରେ କାର୍ ରେ ଥିବା ୧୦ ଜଣଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ଜଣ ଗୁରୁତର ହୋଇସ୍ଥାନୀୟ ମେଡିକାଲରେ ଭର୍ତି । ସମସ୍ତ ଏକ କାରରେ ମନ୍ଦିର ଦର୍ଶନରେ ଯାଉଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ ।

Advertisement