ବ୍ରହ୍ମପୁର,୨୪/୧୦(ଡି.ଏଚ ବ୍ୟୁରୋ):-ଆସନ୍ତାକାଲି ବାଂଲାଦେଶରେ ମାଡ଼ ହେବ ବାତ୍ୟା ସି-ତ୍ରଙ୍ଗ l ଯାହାଫଳରେ ଓଡ଼ିଶାରେ କୋହଲା ପାଗ ସାଙ୍ଗକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା । ଏବଂ ସମ୍ଭାବ୍ୟ ବାତ୍ୟା ପାଇଁ ଗୋପାଳପୁର , ପୁରୀ, ପାରାଦୀପ ଓ ଧାମରା ବନ୍ଦର ପାଇଁ ୩ ନଂ ବିପଦ ସଂକେତ ଜାରି ହୋଇଛି l