ବ୍ରହ୍ମପୁର,୨୪/୧୦(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁରର ବିଭିନ୍ନ ଅଂଚଳରେ ବେଆଇନ ବାଣ ବିକ୍ରି ହେଉଥିବା ନେଇ ବ୍ରହ୍ମପୁର ପୁଲିସ ପକ୍ଷରୁ ଚଢ଼ାଉ । ଚଢ଼ାଉ ବେଳେ ପାଖାପାଖି ୨୦ ଲକ୍ଷ ଟଙ୍କାର ବାଣ ଜବତ ହୋଇଥିବା ବେଳେ ୧୪ଟି ମାମଲା ରୁଜୁ କରି ୧୯ ଜଣଙ୍କୁ ଅଟକ ରଖିଛି ପୋଲିସ୍ । ଏନେଇ ବ୍ରହ୍ମପୁର ଏସପିଙ୍କ ସୂଚନା ।