ବଢିଲା ବାତ୍ୟା ଆଶଙ୍କା, ଆସନ୍ତା ୨୩ରୁ ୨୫ ତାରିଖ ଯାଏ ବର୍ଷା ସମ୍ଭାବନା ।

55
Water flowing along the street curb during heavy rain. Close up of splashing raindrops and air bubbles.
ADVERTISEMENT

ଭୁବନେଶ୍ୱର,୨୦/୧୦(ଡି.ଏଚ୍ ବ୍ୟୁରୋ):-ବଢିଲା ବାତ୍ୟା ଆଶଙ୍କା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଆସନ୍ତା ୨୩ରୁ ୨୫ ତାରିଖ ଯାଏ ବର୍ଷାସମ୍ଭାବନା । ଏନେଇ ଭାରତୀୟ ପାଣିପାଗ ବିଭାଗର (ଆଇଏମ୍ଡି) ଆକଳନ । ସେପଟେ ସମ୍ଭାବ୍ୟ ବାତ୍ୟା ପାଇଁ ୭ ଟି ଉପକୂଳବର୍ତ୍ତି ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ସତର୍କ ସୂଚନା ଦେଲେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର। । ସମସ୍ତ ପରିସ୍ଥିତିର ମୁକାବିଲା କରିବା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।

Advertisement