ଭାରତରେ କରୋନା ଭାଇରସର ନୂଆ ସବଭାରିଏଣ୍ଟ ବିଏଫ.୭କୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଆଲର୍ଟ ଜାରି ।

45
ADVERTISEMENT

ନୂଆଦିଲ୍ଲୀ,୧୯/୧୦(ଡି.ଏଚ୍ ବ୍ୟୁରୋ):-ଭାରତରେ କରୋନା ଭାଇରସର ନୂଆ ସବଭାରିଏଣ୍ଟ ବିଏଫ.୭କୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଆଲର୍ଟ ଜାରି । ଦେଶରେ ଓମିକ୍ରନର ଏହି ସବଭାରିଏଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଗତକାଲି ଉଚ୍ଚସ୍ତରୀୟ ବୈଠକ କରି ଜରୁରି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ।

Advertisement