ସମ୍ବଲପୁର,୨୧/୮(ଡି.ଏଚ ବ୍ୟୁରୋ):-ସମ୍ବଲପୁର କୁଚିଣ୍ଡା ଥାନା ନକଟିପାଲି ପୋଲ ତଳକୁ କାର ଖସିବା ଫଳରେ କାର ଚାଳକ ଓ ଅନ୍ୟଜଣଙ୍କ ମୃତଦେହ ଦୀର୍ଘ ଦଶ ଘଣ୍ଟା ପରେ ଉଦ୍ଧାର ହୋଇଛି l ଗତକାଲି ସନ୍ଧ୍ୟାରେ କାରଟି ପୋଲ ପାର କରୁଥିବା ବେଳେ ଭାସି ଯାଇଥିଲା l ଏବଂ ପୋଲ ଉପରେ ପ୍ରାୟ ୩ ଫୁଟ ,ପୋଲ ତଳେ ପ୍ରାୟ ଦଶ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବ ବେଳେ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରିନଥିଲା।