ଦାରିଙ୍ଗବାଡି,୨୩/୬(ଡି.ଏଚ ବ୍ୟୁରୋ):-କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଶ୍ରାନିକେତା ପଞ୍ଚାୟତ ଲିରିକେତା ଘାଟି ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍ । ଫଳରେ କାର୍ ରେ ଥିବା ସମସ୍ତ ୪ ଜଣ ଗୁରୁତର ଭାବେ ଆହତ ହୋଇ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ।ଉକ୍ତ କାର ଟି ବାଲିଗୁଡାରୁ ମୋହନା ଫେରୁଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲା । ଏବଂ ସମସ୍ତେ ଗୋଟିଏ ପରିବାରର ହୋଇଥିବା ସୂଚନା ।