ମାଲକାନଗିରି ସୀମାନ୍ତ ବୋଡୁଗୁଡମ୍ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍,୫ଜଣ ଯାତ୍ରୀଙ୍କର ମୃତ୍ୟୁ ।

97
ADVERTISEMENT

ମାଲକାନଗିରି,୧୩/୬(ଡି.ଏଚ ବ୍ୟୁରୋ):-ମାଲକାନଗିରି ସୀମାନ୍ତ ବୋଡୁଗୁଡମ୍ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ଏଥିରେ ୫ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଗୁରୁତର ହୋଇସ୍ଥାନୀୟ ମେଡିକାଲ ରେ ଭର୍ତି । ଏବଂ ସମସ୍ତ ମୃତକ କଳାହାଣ୍ଡି ଜିଲ୍ଲାର ହୋଇଥିବାବେଳେ ଉକ୍ତ ବସ୍‌ଟି ୪୦ଜଣ ଯାତ୍ରୀଙ୍କୁ ନେଇ ବିଜୟଓ୍ୱାଡ଼ାରୁ ଭବାନୀପାଟଣା ଅଭିମୁଖେ ଆସୁଥିଲା ।

Advertisement