କେନ୍ଦ୍ରାପଡ଼ା,୨୬/୫(ଡି.ଏଚ ବ୍ୟୁରୋ):-କେନ୍ଦ୍ରାପଡ଼ା-ଗଣ୍ଡକିଆ ରାସ୍ତା ଓସ୍ତପୁର ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଜେସିବି ମେସିନକୁ ଧକ୍କା ଦେଲା ବିଟି ନାମକ ଘରୋଇ ବସ୍ । ଯାହାଫଳରେ ଗାଡିରେ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରୁ ୧୨ଜଣ ଆହତ ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ବସ୍ ଟି ଗଣ୍ଡକିଆରୁ ଭୁବନେଶ୍ୱର ଯାଉଥିବାବେଳେ ଏଭଳି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।