ମନରେଗା ଯୋଜନାରେ ପୋଖରୀ ଖନନ ବେଳେ ରତ୍ନ ପଥର ମିଳିବା ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ।

76
ADVERTISEMENT

ବୌଦ୍ଧ,୧୫/୫(ଡି.ଏଚ ବ୍ୟୁରୋ):-ବୌଦ୍ଧ ସରଧାପାଲି ଗାଁର ମନରେଗା ଯୋଜନାରେ ପୋଖରୀ ଖନନ ବେଳେ ରତ୍ନ ପଥର ମିଳିବା ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି । ଏବଂ ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ରତ୍ନ ପଥର ନମୁନାର ତଦନ୍ତ ଜାରି ରଖିଥିବାବେଳେ ତଦନ୍ତ ରିପୋର୍ଟ ନଆସିଲା ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବ ।

Advertisement