ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ଘାଟିରେ ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ସବାରି ।

82
ADVERTISEMENT

ମାଲକାନଗିରି,୯/୫(ଡି.ଏଚ୍ ବ୍ୟୁରୋ):-ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ଘାଟିରେ ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ସବାରି । ଏଥିରେ ୧୪ ଜଣ ଯାତ୍ରୀ ଗୁରୁତର ହୋଇ ମାଥିଲି ଡାକ୍ତରଖାନାରେ ଭର୍ତ୍ତି । ଗାଡିଟି ଜାନବାଇରୁ ଗୁପ୍ତେଶ୍ବର ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ।

Advertisement