ଅନଗୁଳ,୦୧/୪ (ଡି.ଏଚ ବ୍ୟୁରେ।):-ଅନଗୁଳ ଜିଲ୍ଲାରେ କରୋନା ଦୁଇ ବର୍ଷର ବ୍ୟବଧାନ ପରେ ଆରମ୍ଭ ହେଲା ରାହାଗିରି ଉତ୍ସବ । ନାଚ,ଗୀତ, ପେଣ୍ଟିଙ୍ଗ ଏବଂ ସେଲ୍ଫିର ମଜା ନେଲେ ସହରବାସୀ । ଏବଂ ଜିଲ୍ଲା ପ୍ରଶାସନ ସହରରେ ଥିବା ବିଭିନ୍ନ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଏହି ରାହାଗିରିର ଆୟୋଜନ କରିଥିଲେ ।