ଆଞ୍ଚଳିକକଳାହାଣ୍ଡି ୧୧ କେ.ଭି ବିଦ୍ୟୁତ ତାର ପଡ଼ି ଜଳିଗଲା ପରିବା ଦୋକାନ । By Dunia Halchal - March 31, 2022 90 Share FacebookTwitterPinterestWhatsApp ADVERTISEMENT କଳାହାଣ୍ଡି,୩୧/୩(ଡି.ଏଚ ବ୍ୟୁରୋ):-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନକଟିଗୁଡା ଛକ ନିକଟରେ ୧୧ କେଭି ବିଦ୍ୟୁତ ତାର ପଡ଼ି ଜଳିଗଲା ପରିବା ଦୋକାନ । ଫଳରେ ସ୍ଥାନୀୟ ବ୍ୟବସାୟୀ କ୍ଷତିପୂରଣ ଦାବିରେ ଭବାନୀପାଟଣା ଜୟପୁର ଜାତୀୟ ରାଜପଥ ଅବରୋଧ କରିବା ସହ ଉତ୍ତେଜନା ସୃଷ୍ଟି କରିଥିଲେ । Advertisement