ସୋନପୁର,୨୭/୩(ଡି.ଏଚ ବ୍ୟୁରୋ):-ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୌରପରିଷଦର ୯ ନମ୍ୱର୍ ୱାର୍ଡ ବିଜେଡି କାଉନସିଲର ପ୍ରାର୍ଥୀଙ୍କୁ ଫାଙ୍କା ଗୁଳି ଚାଲାଣ କରିବା ପଡିଲା ମହଙ୍ଗା । ପ୍ରାର୍ଥୀ ଜଣକ ହେଲେ ବିଜେଡି ଦଳର ନେତା କଇଁରୁ ସ୍ୱାଇଁ। ବିଜୟ ଶୋଭା ଯାତ୍ରା ବାହାର କରିବା ସମୟରେ ଖୁସିରେ ଫାଙ୍କା ଗୁଳି ଚାଲାଣ କରି ବନ୍ଧୁକ ସହ ସୋନପୁର ଥାନାରେ ଅଟକ ରହିଥିବା ସୂଚନା ।