ଆଞ୍ଚଳିକଢେଙ୍କାନାଳ ଢେଙ୍କାନାଳ: ବ୍ରାଉନସୁଗାର ବିକ୍ରି ବେଳେ ୫ଟି ପୁଡ଼ିଆ ବ୍ରାଉନସୁଗାର ଜବତ ସହ ଦୁଇ ଗିରଫ । By Dunia Halchal - February 3, 2022 75 Share FacebookTwitterPinterestWhatsApp ADVERTISEMENT ଢେଙ୍କାନାଳ,୩/୦୨(ଡି.ଏଚ୍ ବ୍ୟୁରୋ):- ବ୍ରାଉନସୁଗାର ଜବତ । ଢେଙ୍କାନାଳ ସହରର ଲକ୍ଷ୍ମୀ ବଜାର ଅଂଚଳରେ ବ୍ରାଉନସୁଗାର ବିକ୍ରି ବେଳେ ଟାଉନ ପୋଲିସ ପକ୍ଷରୁ ୫ଟି ପୁଡ଼ିଆ ବ୍ରାଉନସୁଗାର ଜବତ ସହ ଦୁଇ ଜଣ ଯୁବକ ଗିରଫ । ଗିରଫ ଦୁଇ ଯୁବକ ହେଲେ ଲକ୍ଷ୍ମୀବଜାରର ବାପୁନି ସ୍ବାଇଁ ଓ ଲକି ବେହେରା ବୋଲି ସୂଚନା । Advertisement