ସୁନା ବ୍ୟବସାୟୀଙ୍କୁ ଗୁଳି କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ କଲେ ଦୁର୍ବୃତ୍ତ।

77
ADVERTISEMENT

ଚୌଦ୍ୱାର,୨୦/୧(ଡ଼ି.ଏଚ ବ୍ୟୁରୋ):-ଚୌଦ୍ୱାର ଅଞ୍ଚଳରେ ଜଣେ ସୁନା ବ୍ୟବସାୟୀଙ୍କୁ ଗୁଳି କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ କଲେ ଦୁର୍ବୃତ୍ତ। ଫଳରେ ସୁନା ବ୍ୟବସାୟୀ ଦେବେନ୍ଦ୍ର ମହାରଣା ଓ ତାଙ୍କ ସହଯୋଗୀ ଗୁରୁତର ଭାବେ ଆହତ ହୋଇଥିବାବେଳେ ଘଟଣା ସ୍ଥଳରେ ଚୌଦ୍ୱାର ପୋଲିସର ତଦନ୍ତ ଜାରି ।

Advertisement