ରାୟଗଡା,୦୭/୧(ଡ଼ି.ଏଚ ବ୍ୟୁରୋ):-ରାୟଗଡା ଜିଲ୍ଲା ମୁନିଗୁଡା ରେଳବାଇ ଫାଟକ ନିକଟରେ ମୁନିଗୁଡା ପୋଲିସ ପକ୍ଷରୁ ଏକ ଦାମୀ କାରରୁ ୨ କ୍ବିଣ୍ଟାଲ ୭୧ କେଜି ଓଜନର ଗଞ୍ଜେଇ ଜବତ ସହ ୨ ଗଞ୍ଜେଇ ଚାଲାଣକାରୀ ଗିରଫ ।ଏବଂ ଜବତ ଗଞ୍ଜେଇର ମୂଲ୍ୟ ୨୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।