କଳାହାଣ୍ଡି,୩୦/୧୨(ଡ଼ି.ଏଚ ବ୍ୟୁରୋ):-କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଭୁର୍ଷାଗୁଡା ନିକଟରେ ବୋଲେରୋ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଫଳରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ସମସ୍ତ ମଇଦଲପୁରରୁ ବାହାଘର ସାରି ବର କନିଆଁ ନେଇ ନିଜ ଗାଁ ଛତିଶଗଡ଼କୁ ଫେରୁଥିଲେ । ଏବଂ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ତଦନ୍ତ ଜାରି ।