ରାୟଗଡା -ଅଜଣା ଗାଡ଼ି ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ ।

104
ADVERTISEMENT

ରାୟଗଡା,୨୪/୧୨(ଡ଼ି.ଏଚ ବ୍ୟୁରୋ):-ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗୌଡ଼ଲେଲିବାଡ଼ି ନିକଟରେ ଅଜଣା ଗାଡ଼ି ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ । ମୃତକ ଦ୍ୱୟ ହେଲେ କଟୁପାଡ଼ୁ ଗାଁର ସର୍ବେଶ୍ବର ବରା ଓ ମୁର୍ତେଲି ଗାଁର ଆନନ୍ଦ କୁମୁରୁକା । ସେମାନେ ରାୟଗଡ଼ାଠାରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଏବଂ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସର ତଦନ୍ତ ଜାରି ।

Advertisement