Uncategorized ଅଖା ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର । By Dunia Halchal - December 23, 2021 83 Share FacebookTwitterPinterestWhatsApp ADVERTISEMENT ଜଗତସିଂହପୁର,୨୩/୧୨(ଡ଼ି.ଏଚ ବ୍ୟୁରୋ):-ଜଗତସିଂହପୁର ଜିଲ୍ଲା ଏରସମା ଥାନା କଞ୍ଜ କୋଠି ଗାଁ ନିକଟରେ ଅଖା ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ ମହିଳା ଜଣଙ୍କ ତୁଳସୀ ମଣ୍ଡଳ । ଘଟଣାସ୍ଥଳରେ ଏରସମା ପୋଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି କରିବା ସହ ତଦନ୍ତ ଚଳାଇଥିବା ସୂଚନା । Advertisement